Now Loading

Latest Posts

ମାନ୍ୟବର ବିଧାୟକ ଯାଜପୁର ତଥା ରାଜ୍ୟ ସାଙ୍ଗଠନିକ ସମ୍ପାଦକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ ମୋହଦୟ ଓ ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ଚନ୍ଦ୍ର ସାରଥି ବେହେରା, ଜିଲ୍ଲା ସହ ପର୍ଯ୍ୟବେକ୍ଷକ ଶ୍ରୀ ଈଶ୍ବର ଚନ୍ଦ୍ର ପାଣିଗ୍ରାହୀ ଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଜିଲ୍ଲା ସହ ପର୍ଯ୍ୟବେକ୍ଷକ ଶ୍ରୀ ପ୍ରକାଶ କୁମାର ଡାଙ୍ଗଙ୍କ ତତ୍ତ୍ବାବଧାନରେ ଆଜି ପଡିଆ ବ୍ଲକ୍ ଜୋନ୍ ସଂଯୋଜକ ତଥା ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ଆଡ଼ମା ରାବା ଙ୍କ ନେତୃତ୍ବରେ ଉଣ୍ଡୁରୁକୋଣ୍ଡା ପଞ୍ଚାୟତର ଏମ୍ଭି ୧୨୫ ଗ୍ରାମକୁ ଗସ୍ତ କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଜନହିତକାରୀ ଯୋଜନା ସମ୍ପର୍କରେ ସ୍ଥାନୀୟ ଲୋକଙ୍କୁ ଅବଗତ କରେଇବା ସହ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳର ଜିଲ୍ଲାପରିଷଦ ପାର୍ଥିନୀ ସୁରଭୀ ଭୌମିକ ଙ୍କୁ ବିପୁଳ ସଂଖ୍ୟାରେ ଶଙ୍ଖ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରାଇବା ଲାଗି ନିବେଦନ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ପଡ଼ିଆ ବ୍ଲକ୍ ବିଜୁ ଜନତା ଦଳର ଜିଲ୍ଲା ପରିଷଦ ପର୍ଥିନୀ ସୁରଭୀ ଭୌମିକ ଜିଲ୍ଲା ଛାତ୍ର ଜନତା ଦଳର ସଭାପତି ତାପସ ରଞ୍ଜନ ନାଏକ,ପଡ଼ିଆ ବ୍ଲକ୍ ଜୋନ୍ ସଭାପତି ମେସାକ ମାଦ୍ରୀ,ପଡ଼ିଆ ବ୍ଲକ୍ ସାଂସଦ ପ୍ରତିନିଧି ସିଏଚ ରାବିଡ଼ କୁମାର, ସନାତନ ବିଶ୍ୱାସ, ରବୀନ୍ଦ୍ର ନାଥ ମଣ୍ଡଳ, ଆଶିଷ ମଣ୍ଡଳ, ନିଖିଳ ମଣ୍ଡଳ, ସୁବାଷ ଭୌମିକ, ଜିଲ୍ଲା ଯୁବ ଜନତା ଦଳ ସାଧାରଣ ସଂପାଦକ ବଳରାମ ଭଞ୍ଜ, ଜିଲ୍ଲା ଡିଜିଟାଲ ସେକ୍ରେଟାରୀ ମନୋଜ ପଟ୍ଟନାୟକ, ଯୁବ ସଂଗଠକ ଉମେଶ କୁମାର (ବାବୁ), ପୌରପରିଷଦ ଛାତ୍ର ସଭାପତି ଏ. ରାଜୁ ରାଓ ଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ରହିଥିଲେ ।

বৰছিলাত হালোৱাটিঙ-গেলেকী সংযোগী পথৰ বৰছিলা নৈৰ গাৰ্ড ওৱাল বিপদজনক অৱস্থাত;কাণ-সাৰ নাই বিভাগীয় কতৃপক্ষৰ